ଖତ ଖାଉଛି ଦୁଇ ଆମ୍ବୁଲାନ୍ସ : ତିନି ମାସ ଧରି ଟେଣ୍ଡର୍‌ ପ୍ରକ୍ରିୟାରେ ଅଟକିଛି ସ୍ୱର୍ଗରଥ ଯୋଜନା

କଟକ: ସହରବାସୀଙ୍କୁ ସେବା ଯୋଗାଇଦେବା ପାଇଁ ପୌର ନିଗମରେ ୨ଟି ଆମ୍ବୁଲାନ୍ସ ଅଛି। ମାତ୍ର ସଠିକ୍‌ ପରିଚାଳନା ଅଭାବରୁ ଏହା ଦୀର୍ଘଦିନ ଧରି ପଡ଼ି ରହି ଖତ ଖାଉଛି। ଅନ୍ୟପଟେ ନିଗମରେ ସ୍ୱର୍ଗରଥ ନ ଥିବାରୁ ସାଧାରଣ ଲୋକେ ମୃତଦେହ ନେବାକୁ ଅଧିକ ଖର୍ଚ୍ଚାନ୍ତ ହୋଇ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି। ନୂଆ ସ୍ୱର୍ଗରଥ କିଣିବାକୁ ‌ଗତ ଜୁଲାଇରୁ ସ୍ୱାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ନିଗମକୁ ପ୍ରସ୍ତାବ ଦେଇଥିଲେ ବି … Continue reading ଖତ ଖାଉଛି ଦୁଇ ଆମ୍ବୁଲାନ୍ସ : ତିନି ମାସ ଧରି ଟେଣ୍ଡର୍‌ ପ୍ରକ୍ରିୟାରେ ଅଟକିଛି ସ୍ୱର୍ଗରଥ ଯୋଜନା